ଶ୍ରୀମଦ୍ ଭଗବଦ୍ ଗୀତ | Bhagavad Gita PDF In Odia

If you are looking for the ଶ୍ରୀମଦ୍ ଭଗବଦ୍ ଗୀତ PDF Download Free then you have landed at the right place.Bhagavad Gita In Odia PDF download link is given at the bottom of this article.

ଶ୍ରୀମଦ୍ ଭଗବଦ୍ ଗୀତ – Bhagavad Gita Odia Book PDF Free Download

Bhagavad Gita Odia
AuthorMahrshi Vedvyasa
File NameBhagavad Gita Odia PDF
LanguageOdia
No. of Pages437
PDF Size3.5 MB
CategoryReligious
Sourcearchive.org

Bhagavad Gita With Lyrics In Odia PDF

ଅଥ ପ୍ରଥମୋ 5_୭ୟ୫
ଧୃତରାଷ୍ଟ୍ର ଉବାଚ

ଧର୍ମ କ୍ଷେତ୍ରେ କୁରୁକ୍ଷେ ତ୍ରେ ସମବେତା ଯୁଯୁସ୍ସବଃ ।

ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଂଜୟ ॥

ଧୃତରାଷ୍ଟ୍ର ପଚାରିଲେ- ହେ ସଂଜୟ ! ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ର
ଯୁଦ୍ଧକରିବା ଇଚ୍ଛାନେଇ ଉପସ୍ଥିତ ଥୁବା ମୋର ଏବଂ ପାଣ୍ଠୁଙ୍କ ପୁତ୍ରମାନେ କ”ଣ
କଲେ ?

ଅଜ୍ଞାନରୂପୀ ଧୃତରାଷ୍ଟ୍ର ଏବଂ ସଂଯମରୂପୀ ସଂଜୟ । ଅଜ୍ଞାନ ମନର
ଅନ୍ତରାଳରେ ରହିଥାଏ । ଅଜ୍ଞାନ ଦ୍ଵାରା ଆବୃତ ମନ ଧୃତରାଷ୍ଟ୍ର ଜନ୍ମାନ୍ଧ । କିନ୍ତୁ
ସଂଯମରୂପୀ ସଂଜୟଙ୍କ ମାଧ୍ଯମରେ ସେ ଦେଖୁଥାଏ ଏବଂ ଶୁଣୁଥାଏ । ସେ ଜାଣିଥାଏ
ଯେ, ପରମାତ୍ମା ହିଁ ସତ୍ଯ କିନ୍ତୁ ଯେଉଁ ପଯ୍ୟନ୍ତ ଏହାଠାରୁ ଉତ୍ପନ୍ନ ମୋହରୂପୀ
ଦୁର୍ଯ୍ୟୋଧନ ଜୀବିତ ଅଛି, ଏହାଙ୍କ ଦୃଷ୍ି ସଦୈବ କୌରବମାନଙ୍କ ଉପରେ ହୁଁ ରହିଥାଏ,
ଅର୍ଥାତ ବିକାରମାନଙ୍କ ଉପରେ ହିଁ ରହିଥାଏ ।

ଶରୀର ଏକ କ୍ଷେତ୍ର ଅଟେ । ଯେତେବେଳେ ହୃଦୟଦେଶରେ ଦୈବୀ-¬
ସଂପଦର ବୃଛିଘଟେ, ସେତେବେଳେ ଏହି ଶରୀର ଧର୍ମକ୍ଷେତ୍ର ହୋଇଯାଏ । ଯଦି
ଏଥୁରେ ଆସୁରୀ ସମ୍ପଭି ବଢିଯାଏ ତେବେ ଏହା କୁରୁକ୍ଷେତ୍ର ହୋଇଯାଏ । “କୁରୁ”
ଶବ୍ଦର ଅର୍ଥ ହେଉଛି କର- ଏହି ଶବ୍ଦ ଆଦେଶାମ୍ବକ । ଶ୍ରୀକୃଷ୍ଣ କହୁଛନ୍ତି- ପ୍ରକୃତିରୁ
ଉପ୍ନ୍ନ ତିନିଗୁଣ ଦ୍ଵାରା ପରବଶ ହୋଇ ମନୁଷ୍ୟ କର୍ମ କରିଥାଏ । ସେ କ୍ଷଣମାତ୍ର
କର୍ମ ନକରି ରହିପାରେ ନାହିଁ । ଗୁଣ ତାହା ଦ୍ଵାରା ଅବଶ୍ୟ କର୍ମମାନ କରାଇନିଏ ।
ଶୋଇଗଲେ ମଧ୍ୟ କର୍ମ ବନ୍ଦ ହୁଏ ନାହିଁ, ନିଦ୍ଵା ମଧ୍ଯ ସୁସ୍ଥ ଶରୀର ପାଇଁ ଆବଶ୍ୟକ
ଭୋଜନ ହୋଇଥାଏ । ତିନିଗୁଣ ମନୁଷ୍ୟକୁ ଦେବତା ଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତ
ବିଭିନ୍ନ ଯୋନି ରେ ଭ୍ରମଣ କରାଏ । ଯେତେବେଳ ଯାଏଁ ପ୍ରକୃତି ଏବଂ ପ୍ରକୃତିରୁ

2 ୟଥାର୍ଥ ଗୀତା: ଶ୍ରୀମଦୁଭଗବଦୂଗୀତା

ଉତ୍ପନ୍ନ ଗୁଣ ସମୂହ ଜୀବିତ ଅଛନ୍ତି, ସେତେବେଳ ଯାଏଁ “କୁରୁ” ଲାଗିରହିଥ୍‌ବ ।
ଅତଏବ ଜନ୍ମ- ମୃତୁ ୟ୍ରୂପୀ କ୍ଷେତ୍ର, ବିକାର ସମୂହ କ୍ଷେତ୍ର ହଁ କୁରୁକ୍ଷେତ୍ର ଏବଂ ପରଂଧର୍ମ
ପରମାତ୍ମାରେ ପ୍ରବେଶ କରାଉଥ୍ବା ପୁଣ୍ୟମୟୀ ପ୍ରବୃଭ୍ତି ଅର୍ଥାତ ପାଣ୍ଡବମାନଙ୍କ କ୍ଷେତ୍ର
ହୁଁ ଧର୍ମକ୍ଷେତ୍ର । ପୁରାତଭ୍ଜଵବିତ୍‌ ମାନେ ପଞ୍ଜାବରେ, କାଶୀ- ପ୍ରୟାଗ ମଧ୍ଯରେ ତଥା
ଅନେକାନେକ ସ୍ଥଳରେ କୁରକ୍ଷେତ୍ରର ଅନୁସନ୍ଧାନ କରିବାପାଇଁ ପ୍ରୟାସ କରିଚାଲିଛନ୍ତି ।
କିନ୍ତୁ ଗୀତାକାର ଶ୍ରୀକୃଷ୍ଣ ସ୍ଵୟଂ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ଏହି ଯୁଦ୍ଧ ହୋଇଥଲା
ତାହା କେଉଁଠି ? ଇଦଂ ଶରୀରଂ କୌନ୍ତେୟ ରେକ୍ଷତ୍ରମିତ୍ୟଭିଧ୍ୟତେ । ( ଗୀତା-
୧୩/୧) ଅର୍ଥାତ, ହେ ଅର୍ଜୁନ ! ଏହି ଶରୀର ହିଁ କ୍ଷେତ୍ର ଅଟେ ଏବଂ ଯେଉଁ ବ୍ୟକ୍ତି
ଏହାକୁ ଜାଣିଥାଏ, ଏହାର ପାର ପାଇଯାଏ, ସେ ହଁ କ୍ଷେତ୍ରଜ୍ଞ । ଆଗକୁ ସେ କ୍ଷେତ୍ରର
ବିସ୍ତାର ପୂର୍ବକ ବର୍ଣ୍ଣନା କରିଛନ୍ତି । ଯେଉଁଥୁରେ ଦଶ ଇନ୍ଦ୍ରିୟ, ମନ, ବୁଦ୍ଧି, ଅହଂକାର,
ପାଞ୍ଚବିକାର ଏବଂ ତିନିଗୁଣର ବର୍ଣ୍ଣନ ରହିଛି । ଶରୀର ହଁ କ୍ଷେତ୍ର ଅଟେ । ଏହା ଏକ
ଆଖଡା । ଏଥ୍‌ରେ ଲଢ଼ୁଥିବା ପ୍ରବୃତ୍ତି ଦୁଇଟି- ଦୈବୀ ସଂପଦ ଏବଂ ଆସୁରୀ ସଂପଦ ।
ପାଣ୍ଡୁଙ୍କ ସନ୍ତାନ ଏବଂ ଧୃତରାଷ୍ଟ୍ରଙ୍କ ସନ୍ତାନ । ସଜାତୀୟ ଓ ବିଜାତୀୟ ପ୍ରବୃତ୍ତି ।

ଅନୁଭବୀ ମହାପୁରୁଷଙ୍କ ଶରଣରେ ଯିବା ଦ୍ଵାରା ଏହି ଦୁଇ ପ୍ରବୃଭ୍ଭିଙ୍କ ମଧ୍ଯରେ
ସଂଘର୍ଷର ସୂତ୍ରପାତ ହୋଇଥାଏ । ଏହା କ୍ଷେତ୍ର ଓ କ୍ଷେତ୍ରଜ୍ଞର ସଂଘର୍ଷ ଏବଂ ଏହାହିଁ
ବାସ୍ତବିକ ଯୁଦ୍ଧ । ବିଶ୍ଵଯୁଦ୍ଧ ମାନଙ୍କରେ ଇତିହାସ ଭରି ରହିଛି । କିନ୍ତୁ ସେଥ୍‌ରେ
ବିଜୟଲାଭ କରିଥିବା ବ୍ୟକ୍ତିଙ୍କୁ ମଧ୍ଯ ଶାଶ୍ବତ ବିଜୟ ମିଳିନଥାଏ । ଏହାତ ପରସ୍ପରଙ୍କ
ମଧ୍ଯରେ ପ୍ରତିଶୋଧ ମାତ୍ର । ପ୍ରକୃତିକୁ ସର୍ବଥା ଶମନ କରି ପ୍ରକୃତିର ଉର୍ଵ୍ବରେ ସେହି
ସତ୍ତାଙ୍କ ଦିଗ୍‌ଦର୍ଶନ କରିବା ଏବଂ ସେଥୁରେ ପ୍ରବେଶ ପାଇବା ହିଁ ବାସ୍ତବିକ ବିଜୟ ।
ଏହା ଏପରି ଏକ ବିଜୟ ଯାହାର ପଶ୍ଚାତରେ ପରାଜୟ ନଥାଏ । ଏହାହୁଁ ମୁକ୍ତି ।
ଯାହା ପଛରେ ଜନ୍ମ-ମୃତ୍ୟୁ ବନ୍ଧନ ନଥାଏ । ଏହିପରି ଅଜ୍ଞାନ ଦ୍ଵାରା ଆଚ୍ଛାଦିତ ପ୍ରତ୍ୟେକ
ମନ ସଂଯମ ଦ୍ଵାରା ଜାଣିପାରିଥାଏ ଯେ, କ୍ଷେତ୍ର କ୍ଷେତ୍ରଜ୍ଞ ଯୁଦ୍ଧରେ କ”ଣ
ହେଲା ? ବର୍ତମାନ ସଂଯମରେ ଯାହାର ଯେତିକି ଉଦ୍ଘାନ ହୁଏ, ତାହାର ସେତିକି
ଦୃଷ୍ଟି ଗୋଚର ହୋଇଥାଏ ।

ସଂଜୟ ଉବାଚ

ଦୃଷ୍ଟ୍‌ବା ତୁ ପାଣ୍ଡବାନୀକଂ ବୁ /୍ଯକଂ ଦୁୟୌଧନଂସ୍ତଦା ।

ଆଚାର୍ୟମୁପ ସଂଗମ୍ୟ ରାଜା ବଚନମବ୍ରମୀତ୍ ॥୨॥

ସେହି ସମୟରେ ରାଜା ଦୁର୍ଯ୍ୟୋଧନ ବ୍ୟୁହ ରଚନାଯୁକ୍ତ ପାଣ୍ଡବ ମାନଙ୍କ

ସୈନ୍ୟ ବାହିନୀକୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି ବଚନ କହିଲେ-

ପ୍ରଥମ ଅଧ୍ୟାୟ 3

ଦ୍ଵୈତ ଆଚରଣ ହିଁ ‘ଦ୍ରୋଣାଚାଯ୍ୀ” । ଯେତେବେଳେ ବୋଧ ଆସିଯାଏ ଯେ, ଆମେ
ପରମାତ୍ମାଙ୍କ ଠାରୁ ଅଲଗା ହୋଇଗଲେ (ଏହା ହିଁ ଦ୍ବଵୈତଭାବ ର ବୋଧ
ଅଟେ )। ଏହାପରେ ପରମାତ୍ମା ପ୍ରାପ୍ତି ନିମନ୍ତେ ମନରେ ବ୍ୟାକୁଳତା ଉତ୍ପନ୍ନ ହୋଇଥାଏ ॥
ତାପରେ ଆମେ ଗୁରୁଙ୍କ ଅନ୍ନେଷଣରେ ବାହାରିଥାଉଁ ।

ଦୈବୀ ସଂପଦ ଓ ଆସୁରୀ ସଂପଦ ମଧ୍ଯରେ ଦ୍ବୈତ ଆଚରଣ ରୂପୀ
ଦ୍ରୋଣାଚାର୍ୟ୍ଯ ହଁ ପ୍ରାଥମିକ ଗୁରୁ ଅଟନ୍ତି । ଯଦ୍ୟପି ପରବର୍ଭୀ ସମୟରେ ଯୋଗେଶ୍ଵର
ଶ୍ରୀକୃଷ୍ଣ ସଦଵଗୁରୁ ହେବେ । ଯିଏକି ଯୋଗର ସ୍ଥିତି ସ୍ଵରୂପ ଅଟନ୍ତି ।

ରାଜା ଦୁର୍ଯ୍ୟୋଧନ ଆଚାର୍ୟ୍ଯଙ୍କ ସମୀପକୁ ଯାଉଛନ୍ତି । ମୋହରୂପୀ
ଦୁର୍ଯ୍ୟୋଧନ ! ମୋହ ସମ୍ପୁର୍ଣ୍ଣ ବ୍ୟାଧ୍‌ ମାନଙ୍କର ମୂଳ ତଥ ରାଜା ମଧ୍ଯ । ମୋହ
ସକଲ ବ୍ୟାଧ୍ହ୍ନକର ମୂଲା । (ରା. ମାନସ-୭/୧୨୦/୧୯) | ଦୁର୍ୟ୍ୟୋଧନ –
ଦୁର୍‌ ଅର୍ଥାତ଼ ଦୁଷିତ୍‌, ୟୋ ଧନ୍‌ ଅର୍ଥାତ ଯେଉଁ ଧନ । ଆତ୍ମିକ ସମ୍ପଭି ହୁଁ ସ୍ଥିର ସଂପଭି
ଅଟେ । ସେଥୁରେ ଯେଉଁ ଦୋଷ ଉପୂନ୍ନ ହୁଏ, ତାହା ହେଉଛି (ମୋହ | ଏହାହିଁ
ପ୍ରକୃତି ଆଡକୁ ଆକର୍ଷିତ କରେ ଏବଂ ବାସ୍ତବିକ ଜାନକାରୀ ( ଜ୍ଞାନ) ପ୍ରାପ୍ତି ନିମନ୍ତେ
ପ୍ରେରଣା ଯୋଗାଏ । ଯେତେବେଳଯାଏଁ ମୋହ ରହିଛି, ସେତେବେଳ ଯାଏ ପ୍ରଶ୍ନ
କରିବା ମଧ୍ଯ ସ୍ଵାଭାବିକ ଅନ୍ୟଥା ସମସ୍ତେ ପୂର୍ଣ୍ଣ ହିଁ ଅଟନ୍ତି ।

ଅତଃ ବ୍ୟୁହ ରଚନା ଯୁକ୍ତ ପାଣ୍ଡବମାନଙ୍କ ସେନାକୁ ଦେଖି ଅର୍ଥାତ ପୂଣ୍ଯରୁ
ପ୍ରବାହିତ ସଜାତୀୟ ବୃଭ୍ଭିମାନଙ୍କ ସଂଗଠିତ ହୋଇଥୁବା ଦେଖ୍‌ ମୋହ ରୂପୀ ଦୁର୍ଯ୍ୟୋଧନ
ପ୍ରଥମଗୁରୁ ଦ୍ରୋଣାଚାୟ୍ୟଙ୍କ ସମିପକୁ ଯାଇ ଏପରି କହିଲେ:

ପଶୈଷ୍ପତା ପାଞ୍ଡୁପୁତ୍ରାଣାମାଚାର୍ୟ ମହତୀଂ ଚମୂମ୍‌ ।

ବ୍ଯୟୁଢାଂ ଦ୍ରପଦପୁତ୍ରେଣ ତବ ଶିଷ୍ୟେଣ ଧୀମତା ॥୩।

ହେ ଆଚାର୍ୟ୍ୟ ! ନିଜର ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ର ଧ୍ଧୁଷ୍ଟଦ୍ୟମ୍ନଙ୍କ ଦ୍ଵାରା
ବ୍ୟୁହାକାର ରଚନା କରିଥୁବା ପାଣ୍ଠୁ ପୁତ୍ରମାନଙ୍କ ଏହି ବିରାଟ ସୈନ୍ଯବାହିନୀ କୁ
ଦେଖନ୍ତୁ । ଶାଶ୍ବତ ଅଚଳ ପଦରେ ଆସ୍ଥା ରଖିଥ୍‌ବା ଦୃଢ ମନ ହିଁ ଧ୍ରୁଷ୍ଟଦ୍ୟୁମ୍ନ ଅଟେ ।
ଏହାହଁ ପୂଣ୍ୟମୟୀ ପ୍ରବୃଭି ମାନଙ୍କର ଅଧ୍ୁନାୟକ ଅଟେ । “ସାଧନ କଠିନ ନ ମନ
କର ଟେକା! ଅର୍ଥାତ ସାଧନ କଠିନ ନୁହେଁ କିନ୍ତୁ ମନର ଦୃଢତା ହିଁ କଠିନ ହେବା
ଆବଶ୍ୟକ । ବର୍ଭମାନ ସୈନ୍ୟ ବାହିନୀର ବିସ୍ତାରକୁ ଦେଖନ୍ତୁ ।

ଅତ୍ର ଶୂରା ମହେଷ୍ଠାସା ଭୀମାର୍ଜୁନସମା ୟୁଧ ।
ୟୁୟୁଧାନୋ ବିରାଚଶ୍ଚ ଦ୍ରୁପଦଶ୍ଚ ମହାରଥଃ ॥୪॥
ଏହି ସୈନ୍ଯ ବାହିନୀରେ ମହେଷ୍ଠାସା¬ ମହାନ୍‌ ଭଶରେ ପ୍ରତିଷ୍ଠିତ କରାଇବା

4 ୟଥାର୍ଥ ଗୀତା: ଶ୍ରୀମଦୂଭଗବଦ୍ଗୀତା

ହିଁ ମହେଷ୍ଵାସା । ଭାବରୂପୀ “ଭୀମ”, ଅନୁରାଗରୂପୀ ଅର୍ଜୁନ” ଙ୍କ ତୁଳନାରେ ବହୁ
ଶୂର- ବୀର ଯେପରି ସାକ୍ଜ୍ଵିକତାରୂପୀ “ ସାତ୍ତ୍ୟକୀ”, ବିରାଟଃ- ସର୍ବତ୍ର ଭଶ୍ନରୀୟ
ପ୍ରବାହର ଧାରଣାହିଁ ବିରାଟ ରାଜା, ମହାରଥୀ ରାଜା ଦ୍ରୁପଦ ହିଁ ଅଚଳ ସ୍ଥିତି ତଥା-

ଧୃଷ୍ଟକେତୁଶ୍ଫୋକିତାନଃ କାଶିରାଜଶ୍ଢା ବୀର୍ୟବାନ୍‌ ।

ପୁରୁଜତ଼ କୁନ୍ତିଭୋଜଶ୍ଚ ଶୌବ୍ଯଶ୍ଚ ନରପୁଇଂବଃ ॥୫॥

ଧୃଷ୍ଟକେତୁ- ଦୃଢକର୍ତ୍ୟବ୍ୟ,। ଚେକିତାନଃ- ବିକ୍ଷିପ୍ତ ଚିତ୍ତ ଯେଉଁଆଡ଼େ ଯାଏ,
ସେଠାରୁ ଚିତ୍ତକୁ ଟାଣିଆଣି ଇଷ୍ଟ ଙ୍କ ଉପରେ ସ୍ଥିର କରିବା, କାଶିରାଜଃ- କାୟା ରୂପୀ
କାଶୀରେ ଯେଉଁ ସାମ୍ରାଜ୍ୟ ଅବସ୍ଥିତ, ପୁରୁଜିତ୍‌- ସୁଳ -ସୂକ୍ୁକଚକାରଣ ଶରୀର
ଉପରେ ବିଜୟ କରାଉଥୁବା, କୁନ୍ତିଭୋଜଃ- କଉଁବ୍ୟ ପଥରେ ଭବ ଉପରେ ବିଜୟ,
ନରମାନଙ୍କ ମଧ୍ଯରେ ଶ୍ରେଷ୍ଠ ଶୈବ୍ୟ ଅର୍ଥାତ୍ବ ସତ୍ୟ ବ୍ୟବହାର –

ୟୁଧାମନ୍ୟୁଶ୍ଟ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ୟବାନ ।

ସୌଭଦ୍ରୋ ଦ୍ରୌଦେୟାଶ୍ଚ ସର୍ବ ଏବ ମହାରଥାଃ ।।୬।

ଏବଂ ପାରକ୍ରମୀ ୟୁଧାମନ୍ୟୁକ ଯୁଦ୍ଧ ଅନୁରୂପ ମନର ଧାରଣା,ଉତ୍ତମୌଜା
ଶୁଭ-ମଙ୍ଗଳ ପ୍ରଦ ଆନନ୍ଦ, ସୁଭଦ୍ରା ପୁତ୍ର ଅଭିମନ୍ୟୁକ ଯେତେବେଳେ ଶୁଭ ଆଧାର
ଆସିଯାଏ, ସେତେବେଳେ ମନ ଭୟ ରହିତ ହୋଇଯାଏ । ଏପରି ଶୁଭ ଆଧାରରୁ
ଉତ୍ପନ୍ନ ମନ ହିଁ ଅଭିମନ୍ୟୁ । କ୍ଯାନରୂପୀ ଦ୍ରୌପଦୀଙ୍କ ପାଞ୍ଚପୁତ୍ରକ ବାତ୍ସଲ୍ୟ ଲାବଣ୍ୟ,
ସୁହୃଦୟତା, ସୌମ୍ୟତା ଓ ସ୍ଥିରତା । ଏମାନେ ସମସ୍ତେ ଜଣେ ଜଣେ ମହାରଥୀ ।
ସାଧନ ପଥରେ ସମ୍ପୁର୍ଣ୍ଣ ଯୋଗ୍ୟତା ସହିତ ଚାଲିବାର କ୍ଷମତା ସ୍ଵରୂପ ଅଟନ୍ତି ।
ଏହିପରି ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷର ପନ୍ଦର କୋଡିଏ ନାମକୁ ସ୍ପଷ୍ଟ କରି କହିଲେ ।
ଯାହାସବୁ ଦୈବୀ ସଂମ୍ପଦର ମହତ୍ଜପୂର୍ଣ୍ଣ ଅଙ୍ଗ ଅଟନ୍ତି । ବିଜାତୀୟ ପ୍ରବୃଭିର ରାଜା
ହୋଇ ମଧ୍ଯ ମୋହ ହଁ ସଜାତୀୟ ପ୍ରବୃଭ୍ଭି ଗୁଡିକୁ ଜାଣିବା ନିମନ୍ତେ ବାଧ୍ଯ କରିଥାଏ ।

ଦୁର୍ଯ୍ୟୋଧନ ନିଜ ପକ୍ଷର ସେନାମାନଙ୍କ ବିବରଣକୁ ସଂକ୍ଷେପରେ କହୁଛନ୍ତି ।
ଯଦିଓ କୌଣସି ବାହ୍ୟ ଯୁଦ୍ଧ ହୋଇଥାନ୍ତା ତେବେ ନିଜର ସୈନ୍ଯ ବାହିନୀକୁ
ବଢାଇ ଚଢାଇ କହିଥାଆନ୍ତା । ବିକାର ମାନଙ୍କ ସଂଖ୍ୟାକୁ କମ୍‌ ଗଣନା କରିଛନ୍ତି
କାରଣ ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ସେ ସବୁ ନାଶବାନ
ଅଟନ୍ତି । କେବଳ ପାଞ୍ଚ, ସାତ ବିକାରକୁ ହଁ କହିଛନ୍ତି, ଯାହାର ଅନ୍ତରାଳରେ ସମ୍ପୂର୍ଣ
ବହିମମୁଁ ଖୀ ପ୍ରବୃତ୍ତି ବିଦ୍ୟମାନ । ଯେପରି

ଅସ୍କାକଂ ତୁ ବିଶିଷ୍ଟା ୟେ ତାଳିବୋଧ ଦ୍ଵିଜୋତ୍ତମ ।

ନାୟକା ମମ ସୈନ୍ଯସ୍ଯ ସଂଜ୍ଞାର୍ଥଂ ତାନ୍ବବ୍ରବୀମି ତେ ॥୭॥

ପ୍ରଥମ ଅଧ୍ୟାୟ 5

ହେ ଦ୍ବିଜୋଉମ ! ଆମ ପକ୍ଷରେ ଯେଉଁମାନେ ପ୍ରଧାନ ଅଛନ୍ତି, ସେମାନଙ୍କୁ
ମଧ୍ଯ ଆପଣ ବୁଝିନିଅନ୍ତୁ । ଆପଣଙ୍କ ଜାଣିବା ନିମନ୍ତେ ମୋର ସୈନ୍ୟବାହିନୀ ର ଯିଏ
ଅଧ୍‌ନାୟକ ଅଟନ୍ତି, ସେମାନଙ୍କ ନାମକୁ ମୁଁ କହୁଛି ।

ବାହ୍ୟ ଯୁଦ୍ଧରେ ସେନାପତିଙ୍କ ନିମନ୍ତେ ଦ୍ଧିଜୋଭମ ସମ୍ବୋଧନ ଅସାମୟିକ
ଅଟେ । ବସ୍ତୁତଃ ଗୀତାରେ ଅନ୍ତଃକରଣର ଦୁଇଟି ପ୍ରବୃଭିର ସଂଘର୍ଷ ମାତ୍ର । ଯେଉଁଥ୍‌ରେ
ଦ୍ଵୈତ ଆଚରଣ ହିଁ ଦ୍ରୋଣ” । ଯେଉଁ ପର୍ଯ୍ୟନ୍ତ ଆମ୍ଭେ ଲେଶମାତ୍ରକେ ଆରାଧ୍ଯଙ୍କ
ଠାରୁ ଅଲଗା ଅଛନ୍ତି, ସେ ପର୍ଯ୍ୟନ୍ତ ପ୍ରକୃତି ବିଦ୍ୟମାନ ରହିଥାଏ । ଦ୍ଵୈତାଚରଣ ମଧ୍ଯ
ବିଦ୍ୟମାନ ରହିଥାଏ । ଏହି “ଦ୍ଵିଂ ଉପରେ ବିଜୟ ପାଇବା ନିମନ୍ତେ ପ୍ରେରଣା ପ୍ରଥମଗୁରୁ
ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ହଁ ପ୍ରାପ୍ତ ହୋଇଥାଏ । ଅଧୁରା ଶିକ୍ଷା ହିଁ ପୂର୍ଣ୍ଣ ଜାନକାରି
ନିମନ୍ତେ ପ୍ରେରଣା ପ୍ରଦାନ କରିଥାଏ । ଯୁଦ୍ଧକ୍ଷେତ୍ର ପୂଜାସ୍ଥଳୀ ନୁହଁ, ସେଠାରେ
ସୌୟ୍ୟୀସୂଚକ ସମ୍ବୋଧନ ହେବା କଥା, କିନ୍ତୁ ଦ୍ବିଜୋତ୍ତମ ସମ୍ବୋଧନ ଯୁକ୍ତିଯୁକ୍ତ
ନଥୁଲା । ବର୍ତମାନ ବିଜାତୀୟ ପ୍ରବୃତ୍ରିର ନାୟକ କେଉଁମାନେ ଥୁଲେ ତାହା ବର୍ଣ୍ଣନା
କରୁଛନ୍ତି ।

ଉବାନ୍‌ ଭୀଷ୍ମଶ୍ଚ କଣ୍ଠଶ୍ଚ କୃପଶ୍ଚ ସମିତିଞ୍ଜାୟଃ ।

ଅଶ୍ବତୃଞ୍ଚାମା ବିକଣ୍ଟଶ୍ଟ ସୌମଦର୍ତିସ୍ତଥୈବଚ ।।୮।

ଆମ୍ଭ ସୈନ୍ଯବାହିନୀରେ ଅଛନ୍ତି ସର୍ବପ୍ରଥମେ ଆପଣ ଅର୍ଥାତ ଦ୍ଵୈତର
ଆଚରଣରୂପୀ ଦ୍ରୋଣାଚାର୍ଯ୍ୟ । ଭ୍ରମରୂପୀ ପିତାମହ ଭୀଷ୍ମ । ଭ୍ରମ ଏହି ବିକାରମାନଙ୍କର
ଉଦୂଗମ ସ୍ଥଳ ଅଟେ । ଶେଷ ପର୍ଯ୍ୟନ୍ତ ଜୀବିତ ରହିଥାଏ । ତେଣୁ ପିତାମହ ଅଟେ ।
ସମସ୍ତ ସୈନ୍ୟ ପ୍ରାଣତ୍ୟାଗ କଲେ ପରନ୍ତୁ ସେ ଜୀବିତ ରହିଥୁଲେ । ଶରଶର୍ଯ୍ୟା ଉପରେ
ଅଚେତ ରହି ମଧ୍ଯ ଜୀବିତ ଥୁଲେ । ଏହା ହୁଁ ଭ୍ରମରୂପୀ ଭୀଷ୍ମ, ଏହି ଭ୍ରମ ଶେଷ
ପର୍ଯ୍ୟନ୍ତ ରହିଥାଏ । ଏହିପରି ବିଜାତୀୟ କର୍ମରୂପୀ କର୍ଣ୍ଣ ତଥା ସଂଗ୍ରାମ ବିଜୟୀ
କୃପାଚାର୍ଯ୍ୟ । ସାଧନାବସ୍ଥାରେ ସାଧକ ଦ୍ଵାରା କୃପାର ଆଚରଣ ହୁଁ କୃପାଚାର୍ଯ୍ୟ ।
ଭଗବାନ କୃପାଧାମ ଅଟନ୍ତି ଏବଂ ଭଗବତ ପ୍ରାପ୍ତିର ପଶ୍ଚାତ ସନ୍ଥ ଓ ମହାପୁରୁଷଙ୍କର
ମଧ୍ଯ ସେହି ସ୍ଵରୂପ ହୋଇଥାଏ । କିନ୍ତୁ ସାଧନାକାଳରେ ଯେଉଁ ପର୍ଯ୍ୟନ୍ତ ଆମ୍ଭେ ଅଲଗା
ଏବଂ ପରମାତ୍ମା ଅଲଗା ରହିଛନ୍ତି, ବିଜାତୀୟ ପ୍ରବୃଭି ଜୀବିତ ଅଛନ୍ତି, ମୋହମୟୀ
ବିସ୍ତାର ଘେରାଉ ରହିଛି, ଏପରି ପରିସ୍ଥିତିରେ ସାଧକ ଯଦିଓ କାହା ପ୍ରତି କୃପାର
ଆଚରଣ କରେ, ତେବେ ସେ ନଷ୍ଟ ଅର୍ଥାତୃ ପତିତ ହୋଇଯାଇଥାଏ । ସୀତା ଦୟା
କରିବାରୁ ତାଙ୍କୁ କିଛିକାଳ ଲଙ୍କାରେ ରହି ପ୍ରାୟଶ୍ଚିତ କରିବାକୁ ପଡ଼ିଲା । ବିଶ୍ବାମିତ୍ର
ଦୟାର୍ଦ୍ଵ ହେବାରୁ ପତିତ ହେବାକୁ ପଡ଼ିଲା । ଯୋଗସୂତ୍ରକାର ମହର୍ଷି ପଦ୍ତଞ୍ଜଳୀ ମଧ୍ଯ

6 ୟଥାର୍ଥ ଗୀତା: ଶ୍ରୀମଦୂଭଗବଦୂଗୀତା

ଏହା ହିଁ କହୁଛନ୍ତି – ତେ ସମାଧାତୁବୁପସର୍ଗା ବ୍ୟୁତ୍ୃଥାନେ ସିଦ୍ଧୟଃ (୩/୩୭)
ବ୍ୟୁତ୍ବଥାନ କାଳରେ ସମସ୍ତ ରିଵ୍ି-ସିଦ୍ଧି ପ୍ରକଟ ହୋଇଥାଏ । ତାହା ବାସ୍ତବରେ ସିଦି
ହୁଁ ଅଟେ କିନ୍ତୁ କୈବଲ୍ଯ ପ୍ରାପ୍ତି ନିମନ୍ତେ ସେତିକି ହଁ ଅଧୁକ ବିଘ୍ନ ଆଣିଥାଏ ।
ଯେପରି କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଆଣିଥାଏ । ଗୋସ୍ଵାମୀ ତୁଳସୀ
ଦାସଙ୍କ ମଧ୍ଯ ଏପରି ହିଁ ନିର୍ଣ୍ଣୟ –
ଛୋରତ ଗ୍ରନ୍ଥି ଜାନି ଖଗରାୟ । ବିଘ୍ନ ଅନେକ କରଇ ତଜ ମାୟା
ରିଦ୍ଧି ସିଛି ପ୍ରେରଇ ବହୁ ଭାଇ । ବୁଛି ହିଁ ଲୋଭ ଦିଖାବହିଁ ଆଇ ॥
(ରା.ମାନସ -୭/୧୧୭/୬-୭)

ଅର୍ଥାତ ମାୟା ଅନେକ ବିଘ୍ନ କରିଥାଏ । ରଵି- ସିଵି ମଧ୍ଯ ପ୍ରଦାନ କରିଥାଏ ।
ଏପରିକି ସିଦ୍ଧ କରିଦିଏ । ଏପରି ଅବସ୍ଥାକୁ ପହଞ୍ଚାବା ସାଧକ କୌଣସି ରୋଗୀର
କଡ଼ରେ ଚାଲିଗଲେ, ମରଣାସନ୍ନ ରୋଗୀ ମଧ୍ଯ ଜୀବିତ ହୋଇଯିବ । ସେ ଭଲେ
ଠିକ୍‌ ହୋଇଯାଉ କିନ୍ତୁ ସାଧକ ତାହାକୁ ନିଜର କୃତିତ୍ଵ ଯଦିଓ ମାନିନେବ ତେବେ
ସେ ନଷ୍ଟ ଅର୍ଥାତ ପତିତ ହୋଇଯିବ । କାରଣ ଗୋଟିଏ ରୋଗୀର ଜୀବିତ ଅବସ୍ଥା
ଶୁଣି ହଜାର ରୋଗୀ ଘେରିଯିବେ, ଭଜନ ଚିନ୍ତନର କ୍ରମ ଅବର୍‌ ଦ୍ଧ ହୋଇଯିବ
ଏବଂ ତାହା ବଢିବଢି ପ୍ରକୃତି ପ୍ରବଳ ହୋଇଯିବ । ଯଦିଓ ଲକ୍ଷ୍ୟ ବହୁଦୂର ଅଛି କିନ୍ତୁ
ସାଧକ କୃପାକରେ, ତେବେ ସେହି ସାଧକଙ୍କୁ ସମିତିଞ୍ଜୟ ଜିତିନେବ | କୁପାର ଏକା
ଆଚରଣ ହିଁ ସମିତିଞ୍ଜୟ । ଯିଏକି ସମ୍ପୂର୍ଣ୍ଣ ସୈନ୍ଯଙ୍କୁ ଜିତିନେବ । ତେଣୁ ସଧକଙ୍କୁ
ପରମାତ୍ମା ପ୍ରାପ୍ତ ପର୍ଯ୍ୟନ୍ତ ଏହି ଅଧୁରା କୃପା ପ୍ରତି ସତର୍କ ରହିବା ଆବଶ୍ୟକ ।
ଅର୍ଥାତ୍ସ ସାଧନାର ଅଧୁରା ଅବସ୍ଥାରେ କାହା ପ୍ରତି କୃପା କରିବା ଅନୁଚିତ ।
ଅନ୍ୟଥା ଦୟାବିନୁ ସନ୍ତକ ସାଭ, ଦୟାକରି ତୋ ଆଫ୍ରତ ଆଭ । ଅର୍ଥାତ୍ଵ
ଅଧୁରା ଅବସ୍ଥାରେ କୃପାଚାର୍ଯ୍ୟ ହଁ ବିଜାତୀୟ ପ୍ରବୃଭିର ଦୁର୍ଵର୍ଷ ଯୋଦ୍ଧା ଥୁଲେ ।
ଏହିପରି ଆଶକ୍ତିରୂପୀ ଅଶ୍ଵତୂଥାମା, ବିକଳ୍ପରୂପୀ ବିକର୍ଣ୍ତ ଭ୍ରମମୟୀ ଶ୍ଵାସ ହଁ ଭୁରୀଶ୍ରବା
। ଏହିସବୁ ବର୍ହିମୁଖ୍‌ ପ୍ରବାହର ନାୟକ ଅଟନ୍ତି ।

ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ଯକ୍ତଜୀବିତାଃ ।

ନାନାଶସ୍ତ୍ରପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ ।।୯।॥

ଏବଂ ଆହୁରି ଅନେକ ଶୂରବୀର ମୋ ନିମନ୍ତେ ଅନେକ ଅସ୍ତ୍ରଶସ୍ତ୍ର ଯୁକ୍ତ
ହୋଇ ପ୍ରାଣ ଉତ୍ସର୍ଗକରି ଯୁଦ୍ଧସ୍ଥଳରେ ଉପସ୍ଥିତ ଅଛନ୍ତି । ସମସ୍ତେ ମୋ ନିମନ୍ତେ ପ୍ରାଣ
ତ୍ଯାଗ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତ ସେମାନଙ୍କର କୌଣସି ନିଶ୍ଚିତ ଗଣନା
ନାହିଁ । ବଉ୍ଚମାନ କେଉଁ ସେନା କିପରି ଭାବରେ ସୁରକ୍ଷିତ ଅଛନ୍ତି, ତାହା କହୁଛନ୍ତି –

ପ୍ରଥମ ଅଧ୍ୟାୟ 7

ଅପର୍ୟ୍ଯାପ୍ତଂ ତଦସ୍କାକଂ ବଳଂ ଭୀଷ୍ମାଭିରକ୍ଷିତମ୍‌ ।
ପର୍ୟ୍ଯାପ୍ତଂ ତ୍ଵିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍‌ ॥୧୦।॥
ଭୀଷ୍ମ ଦ୍ଵାରା ସୁରକ୍ଷିତ ଆମ୍ଭର ସୈନ୍ଯ ବାହିନୀ ସବୁ ପ୍ରକାରେ ଅଜେୟ
ଅଟନ୍ତି ଏବଂ ଭୀମ ଦ୍ବାରା ସୁରକ୍ଷିତ ସେମାନଙ୍କ ସୈନ୍ଯବାହିନୀ ଜିତିବା ନିମନ୍ତେ
ସୁଗମ ଅଟେ । ପର୍ଯ୍ୟାପ୍ତ ଏବଂ ଅପଯ୍ୟାପ୍ତ ଭଳି ଶ୍ଳିଷ୍ଟ ପ୍ରୟୋଗ ଦୁର୍ଯ୍ୟୋଧନଙ୍କ ଆଶଙ୍କାକୁ
ବ୍ୟକ୍ତକରୁଛି । ଅତଃ ଭୀଷ୍ମ କେଉଁ ପ୍ରକାରର ସତ୍ତା ଅର୍ଥାତ ଧସ୍ତିତ୍ସ ଯାହାଙ୍କୁ ଉପରେ
କୌରବମାନେ ନିର୍ଭର କରୁଥାନ୍ତି ଏବଂ ଭୀମ କେଉଁ ସତ୍ତା ଅର୍ଥାତ ଅସ୍ତିତ୍ସ, ଯାହାଙ୍କ
ଉପରେ ସମ୍ପୂର୍ଣ୍ଣ ଦୈବୀସମ୍ପଦ ଅର୍ଥାତ ସମ୍ପୂର୍ଣ୍ଣ ପାଣ୍ଡବ ନିର୍ଭର କରିଛନ୍ତି । ଦୁର୍ଯ୍ୟୋଧନ
ନିଜର ବ୍ୟବସ୍ଥା ଦେଉଛନ୍ତି ଯେ-
ଅୟନେଷୁ ଚ ସବ୍ବେଷୁ ୟଥାଭାଗମବସ୍ଥିତାଃ ।
ଭୀଷ୍ମମେବାଭିରକ୍ଷନ୍ତ୍ର ଭବନ୍ତଃ ସର୍ବ ଏବ ହି ।।୧୧॥
ଚତୁର୍ଦ୍ଦିରରୁ ନିଜ ନିଜର ସ୍ଥାନରେ ରହି ଆପଣମାନେ ସମସ୍ତେ ଭୀଷ୍ମଙ୍କୁ ହଁ
ସବୁପ୍ରକାରେ ରକ୍ଷା କରନ୍ତୁ ! ଯଦି ଭୀଷ୍ମ ଜୀବିତ ରହନ୍ତି, ତେବେ ଆମ୍ଭେ ଅଜେୟ ।
ତେଣୁ ଆପଣମାନେ ପାଣ୍ଡବଙ୍କ ସହିତ ଯୁଦ୍ଧ ନକରି କେବଳ ଭୀଷ୍ମ ଙ୍କୁ ହୁଁ
ଏହିପରି ନିଜର କ୍ଷମତାର ନିର୍ଣ୍ଣୟ ନେଲାପରେ ଶଙ୍ଖଧ୍ଵନୀ ହେଲା । ଶଖ୍ଖ ଧ୍ଵନୀ
ପାତ୍ରମାନଙ୍କ ପରାକ୍ରମର ଘୋଷଣା ହୋଇଥାଏ । କାରଣ ବିଜୟଲାଭ ପରେ କେଉଁ
ମାତ୍ର ଆପଣଙ୍କୁ କଣ ଦେବ ? କୌରବମାନଙ୍କ ମଧ୍ଯରେ ବୃଦ୍ଧି ପ୍ରତାପବାନ ପିତାମହ
ଭୀଷ୍ମ ସୁରକ୍ଷିତ ରଖନ୍ତୁ । କିପର ଯୋଦ୍ଧା ଥୁଲେ ଭୀଷ୍ମ ? ଯିଏ ସ୍ଵୟଂ ନିଜର ରକ୍ଷା
କରିବା ନିମନ୍ତେ ଅସମର୍ଥ । କୌରବମାନଙ୍କୁ ତାଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ୁଛି ।
ସେ କୌଣସି ବାହ୍ୟ ଯୋଦ୍ଧା ନୁହଁ । ଭ୍ରମ ହଁ ଭୀଷ୍ମ ଅଟେ । ଯେଉଁ ପର୍ଯ୍ୟନ୍ତ ଭ୍ରମ ଜୀବିତ
ରହିଛି ସେହି ପର୍ଯ୍ୟନ୍ତ ବିଜାତୀୟ ପ୍ରବୃଭି ଅର୍ଥାତୃବ କୌରବ ଅଜେୟ ଅଟନ୍ତି । ଅଜେୟର
ଅର୍ଥ ଏହା ନୁହଁ ଯେ, ଯାହାକୁ ଜିଣି ପାରିବା ନାହିଁ । ବରଂ ଅଜେୟର ଅର୍ଥ ଅର୍ତ
ଦୁର୍ଜୟ ଅଟେ । ଯାହାକୁ କଠିନତା ଦ୍ଵାରା ଜିଣି ପାରିବା ।
ମହା ଅଜୟ ସଂସାର ରିପୁ, ଜୀତି ସକଇ ସୋ ବୀର ।
(ରା. ମାନସ -୬/୮୦ )
ଯଦି ଭ୍ରମ ସମାପ୍ତ ହୋଇଗଲା ତେବେ ଅବିଦ୍ୟା ଅସ୍ତିତ୍ଵ ହୀନ ହୋଇଯିବ ।
ମୋହାଦି ଆଂଶିକ ରୂପରେ ଜୀବିତ ଥୁଲେ ମଧ୍ଯ ତାହା ଶିଘ୍ର ସମାପ୍ତ ହୋଇଯିବୋ
ଭୀଷ୍ମଙ୍କ ଇଚ୍ଛାମୃତ୍ୟୁ ଥିଲା । ଇଚ୍ଛାହଁ ଭ୍ରମ, ଇଚ୍ଛାର ଅନ୍ତ ଏବଂ ଭ୍ରମର ବିନାଶ ଗୋଟିଏ
ଅର୍ଥକୁ ବୁଝାଏ । ଏହାକୁ ସନ୍ଥ କବୀର ସରଳତା ପୂର୍ବକ କହିଛନ୍ତି,
“ଇଛା କାୟା ଇଛା ମାୟା, ଇଛା ଜଗ ଉପଜାୟା ।
କହ କବୀର ଯେ ଇଛା ବିବର୍ଜିତ, ତାକା ପାରନ ପାୟା ॥””
ଯେଉଁଠାରେ ଭ୍ରମ ନଥାଏ, ସେଠାରେ ଅପାର ଏବଂ ଅବ୍ୟକ୍ତ ରହିଥାଏ ।
ଏହି ଶରୀର ଜନ୍ମର ମୂଳ କାରଣ ଇଛା ହିଁ ଅଟେ । ଇଛା ହିଁ ମାୟା ଏବଂ ଜଗତ

8 ୟଥାର୍ଥ ଗୀତା: ଶ୍ରୀମଦୁଭଗବଦୂଗୀତା

ଉପ୍ୂଭତ୍ତିର କାରଣ ହୋଇଥାଏ । ଉପନିଷଦରେ ଏହାର ବଣ୍ତନା ରହିଛି
“ସୋଃକାମୟତ ତଦେୈକ୍ଷତ ବହୁସ୍ଯାମ ପ୍ରଜାୟେୟ ଇତି ”(ଛାନ୍ଦୋଗ୍ଯ-୬/ ୨ /
୩) କବୀର କହୁଛନ୍ତି -ଯିଏ ସର୍ବଥା ସମ୍ପୂର୍ଣ୍ଣ ଇନ୍ଥା ରହିତ ହୋଇଥାନ୍ତି, “ତାକା
ପାର ନ ପାୟା” । ସେ ଅନନ୍ତ, ଅସୀମ ତତ୍ଜ୍ରେ ପ୍ରବେଶ ପାଇଥାଏ । ୟୋଃକାମୋ
ନିଷ୍କାମ ଆପ୍ତକାମ ଆମ୍ମକାମୋ ନ ତସ୍ଯ ପ୍ରାଣା ଉଡୂକ୍ରାମନ୍ତି ବ୍ରହ୍ମୈବ ସନ୍ବ
ବ୍ରହ୍ମାପ୍ୟେତି ( ବୃହଦାରଣ୍ୟକ ୪/ ୪/ ୬) । ଅର୍ଥତୃ ଯିଏ ସମ୍ପୂର୍ଣ୍ଣ କାମନା ରହିତ,
ଆତ୍ମାରେ ସ୍ଥିତ, ଆତ୍ମସ୍ବରୂପ ଅଟନ୍ତି । ତାହାଙ୍କର କେବେହେଲେ ପତନ ହୁଏ
ନାହ। ସେ ବ୍ରହ୍ମଙ୍କ ସହିତ ଏକାକାର ହୋଇଯାଆନ୍ତି । ପ୍ରାରମ୍ଭରେ ଇଛା ଅନନ୍ତ
ହୋଇଥାଏ ଏବଂ ଅନ୍ତତୋଗତ୍ଵା ପରମାତ୍ମା ପ୍ରାପ୍ତିର ଇଛା ହ ଶେଷ ରହିଥାଏ ।
ଯେବେ ଏହି ଇଛା ପୂରଣ ହୋଇଯାଏ, ତେବେ ସମସ୍ତ ଇଛା ମଧ୍ଯ ସମାପ୍ତ ଯାଏ ।
ଯଦି ତାହାଠାରୁ ଅଧୁକ କିଛି ବଡ଼ବସ୍ତୁ ଥାଆନ୍ତା ତେବେ ଆପଣ ତାହାର ଇଛା
ଅବଶ୍ୟ କରିଥାନ୍ତେ । ଯେତେବେଳେ ତା ଠାରୁ ଅଧୁକ ବସ୍ତୁ ହଁ କିଛି ନାହଁ, ତେବେ
ଇଛା କାହା ନିମନ୍ତେ ହେବ ? ଯେତେବେଳେ ପ୍ରାପ୍ୟ ହେବା ଯୋଗ୍ୟ କୌଣସି
ବସ୍ତୁ ଅପ୍ରାପ୍ୟ ନରହିବ, ତେବେ ଇଛା ମଧ୍ଯ ସମୂଳେ ନଷ୍ଟ ହୋଇଯିବ ଏବଂ
ଇଚ୍ଛାର ଉପଶମ ହେବା କ୍ଷଣି ଭ୍ରମ ସର୍ବଥା ଅନ୍ତ ହୋଇଯାଏ । ଏହା ହିଁ ଭୀଷ୍ମଙ୍କ
ଇଛା ମୃତ୍ୟୁ ଅଟେ । ଏହିପରି ଭୀଷ୍ମଦ୍ଧାରା ରକ୍ଷିତ ଆମ୍ଭମାନଙ୍କ ସେନା ସବୁପ୍ରକାରେ
ଅଜେୟ ଅଟେ । ଯେଉଁ ପର୍ଯ୍ୟନ୍ତ ଭ୍ରମ ରହିଛି, ସେ ପର୍ଯ୍ୟନ୍ତ ଅବିଦ୍ୟାର ଅସ୍ତିତ୍ସ
ରହିଥାଏ । ଭ୍ରମ ଶାନ୍ତ ହେବାକ୍ଷଣି ଅବିଦ୍ୟା ମଧ୍ଯ ସମାପ୍ତ ହୋଇଯାଏ ।

ଭୀମଙ୍କ ଦ୍ଵାରା ସୁରକ୍ଷିତ ଏହିମାନଙ୍କ ସୈନ୍ଯବାହିନୀକୁ ଜିତିବା ନିମନ୍ତେ
ସୁଗମ । ଭାବରୂପୀ ଭୀମ “ଭାବେ ବିଦ୍ୟତେ ଦେବାଃ”- ଭାବରେ ସେହି
କ୍ଷମତା ବିଦ୍ଯମାନ ଯାହା ଅବିଦିତ ପରମାଗ୍ମାଙ୍କୁ ମଧ୍ଯ ବିଦିତ କରାଇ ଦିଏ । ଭାବ
ବସ୍ୟ ଭଗବାନ୍‌ ସୁଖ ନିଧାନ କରୁଣା ଅୟନ । ( ରା-ମାନସ-୭/୯ଖ”) ଶ୍ରୀକୃଷ୍ଣ
ଏହାକୁ ଶ୍ରଦ୍ଧା କହି ସମ୍ବୋଧନ କଲେ । ଭାବରେ ସେହି କ୍ଷମତା ରହିଛି, ଯାହା
ଭଗବାନଙ୍କୁ ମଧ୍ଯ ବଶ କରିଦେଇଥାଏ । ଭାବରୁ ହଁ ସମ୍ପୂର୍ଣ୍ଣ ପୂର୍ଣ୍ୟମୟୀ ପ୍ରବୃଭିର
ବିକାଶ ହୋଇଥାଏ । ଏହା ପୁଣ୍ୟର ସଂରକ୍ଷକ ଅଟେ । ଭାବ ଏପରି ବଳବାନ ଯେ
ପରମଦେବ ପରମାତ୍ମାଙ୍କୁ ମଧ୍ଯ ସମ୍ଭବ କରିଦଏ ଏବଂ ଏପରି କୋମଳ ଯେ ଆଜି
ଭାବ ଅଛି ତ ଆସନ୍ତାକାଲି ତାହା ଅଭାବରେ ବଦଳିବା ନିମନ୍ତେ ଡ଼େରି ହୋଇନଥାଏ ।
ଆଜି ଆପଣ କହନ୍ତି ଯେ, ଏହି ମହାରାଜ ବହୁତ ଭଲ | ପୁନଃ ଆସନ୍ତାକାଲି କହିପାରନ୍ତି
ଯେ, ସେହି ମହାରାଜ ଭଲ ନୁହଁନ୍ତି କାରଣ ସେ ଖୁରି ଖାଉଛନ୍ତି, ପାନ ଖାଆନ୍ତି,
ଟିଭି ଦେଖନ୍ତି, ଚାହା ପିଅନ୍ତି ଇତ୍ୟାଦି ।

ପ୍ରଥମ ଅଧ୍ୟାୟ 9

ଘାସ ପାତ ଜେ ଖାତ ହୈଁ, ତିହ୍ନହି ସତାବୈ କାମ ।
ଦୂଧ ମଲାଇ ଖାତ ଜେ, ତିନକୀ ଜାନେ ରାମ ॥
ଇଷ୍ଟଙ୍କ ପ୍ରତି ଲେଶମାତ୍ର ତୁଟି ଦେଖାଗଲେ ଭାବ ଅଭାବରେ ପରିଣତ
ହୋଇ ଅସ୍ଥିର ହୋଇଯାଏ । ପୁର୍ଣ୍ୟମୟୀ ପ୍ରବୃତ୍ରି ମଧ୍ଯ ବିଚଳିତ ହୋଇ ଉଠେ ।
ଇଷ୍ଟଙ୍କ ଠାରୁ ସମ୍ବନ୍ଧ ତୁଟିଯାଏ । ତେଣୁ ଭୀମଙ୍କ ଦ୍ବାରା ସୁରକ୍ଷିତ ଏମାନଙ୍କ ସୈନ୍ଯ
ବାହିନୀକୁ ଜିଣିବା ସୁଗମ । ମହର୍ଷି ପତଞ୍ଜଳିଙ୍କ ମଧ୍ଯ ଏହିପରି ନିର୍ଣ୍ଣୟ ଯେ, “ସତୁ
ଦୀର୍ଘକାଲ ନୈରନ୍ତର୍ୟସତ୍କାରାଃଃସେବି ତୋ ଦୃଢଭୂମିଃ । (ଯୋଗସୂତ୍ର -୧।୧୪ )
ଦୀର୍ଘକାଳ ପର୍ଯ୍ୟନ୍ତ ନିରନ୍ତର ଶ୍ରଦ୍ଧା ଓ ଭକ୍ତିପୂର୍ବକ କରୁଥୁବା ସାଧନ ହିଁ ଦୃଢ
ହୋଇଥାଏ ।
ତସ୍ୟ ସଞ୍ଜୟନନ ହର୍ଷଂ କୁରୁବୃୁଦ୍ଧଃ ପିତାମହଃ ।
ସିଂହନାଦଂ ବିନଦ୍ୟଯେଚ୍ଚୈଃ ଶଙ୍ଝାଂ ଦଧ୍ଗୋୌ ପ୍ରତାପବାନ ॥୧୨॥
ଏହିପରି ନିଜର କ୍ଷମତାର ନିର୍ଣ୍ଣୟ ନେଲାପରେ ଶଙ୍ଖଧ୍ଵନୀ ହେଲା । ଶଙ୍ଖ
ଧ୍ଵନୀ ପାତ୍ରମାନଙ୍କ ପରାକ୍ରମର ଘୋଷଣା ହୋଇଥାଏ । କାରଣ ବିଜୟଲାଭ ପରେ
କେଉଁ ପାତ୍ର ଆପଣଙ୍କୁ କଣ ଦେବ ? କୌରବମାନଙ୍କ ମଧ୍ଯରେ ବୃଦ୍ଧ ପ୍ରତାପବାନ
ପିତାମହ ଭୀଷ୍ମ ଦୁର୍ଯ୍ୟଧନଙ୍କ ହୃଦୟରେ ହର୍ଷ ଉପ୍ନ୍ନ କରିବା ହେତୁ ଉଚ୍ଚ ସ୍ଵରରେ
ସିଂହନାଦ ଭଳି ଭୟପ୍ରଦ ଶଂଖଙ୍ଖଧ୍ଵନି କଲେ । ସିଂହ ପ୍ରକୃତିର ଭୟାବହ ସଙ୍କେତ
ହୋଇଥାଏ । ଘୋର ଜଙ୍ଗଲର ନିରବ ଏକାନ୍ତରେ ସିଂହର ରଡ଼ି ଅର୍ଥାତ ଗର୍ଜନ
କାନରେ ପଡ଼ିଲେ । ରୋମ ଟାଙ୍କୁରୀ ଉଠେ । ହୃଦୟରେ କମ୍ପନ ସୃଷ୍ଟି ହୋଇଥା ।
ଯଦ୍ୟପି ସିଂହ ଆପଣଙ୍କ ଠାରୁ ବହୁତ କିଲୋ ମିଟର ଦୂରରେ ଅଛି । ଭୟ ପ୍ରକୃତିରେ
ହୋଇଥାଏ, ପରମାଗ୍ବାଙ୍କ ଠାରେ ନୁହେଁ । ତାହା ଏକ ଅଭୟ ସତ୍ତା । ଭ୍ରମରୂପୀ ଭୀଷ୍ମ
ଯଦିଓ ବିଜୟଲାଭ କରେ ତେବେ, ପ୍ରକୃତିର ଯେଉଁ ଭୟାରଣ୍ୟରେ ଆପଣ ଅଛନ୍ତି,
ତାହାଠାରୁ ମଧ୍ଯ ଅଧୁକ ଭୟର ଆବରଣରେ ଆପଣଙ୍କୁ ବାନ୍ଧିଦେବ । ଭୟର ଏକ
ପରଦା ଅଧୁକ ବଢିଯିବ । ଭୟର ଆବରଣ ଅଧୁକ ଘନିଭୂତ ହୋଇଯିବ । ଉକ୍ତ ଭ୍ରମ
ଏହାଠାରୁ ଅତିରିକ୍ତ ଅନ୍ୟ କିଛି ଦେଇପାରିବ ନାହିଁ । ଅତଃ ପ୍ରକୃତି ଠାରୁ
ନିବୃଭ୍ଭିହଁ ଗନ୍ତବ୍ୟ ସ୍ଥଳର ମାର୍ଗ । ସଂସାରରେ ପ୍ରକୃତି ତ ଭର ପୁର ଅଛି । ଏହା ଘୋର
ଅନ୍ଧକାରର ଏକ ଛାୟା ଅଟେ । ଏହାପରେ କୌରବମାନଙ୍କର କୌଣସି ଘୋଷଣା
ହୁଁ ନାହଁ। କୌରବ ମାନଙ୍କ ପକ୍ଷରୁ କେତେକ ବାଜା ଏକ ସାଥ୍‌ରେ ବାଜିଲା କିନ୍ତୁ
ସମ୍ପୂର୍ଣ୍ଣ ମିଶି ଭୟ ହିଁ ପ୍ରଦାନ କରୁଥୁଲା । ଏହାଠାରୁ ଅଧୁକ କିଛି ସେମାନଙ୍କ
ପାଖରେ ନାହିଁ । ପ୍ରତ୍ୟେକ ବିକାର କିଛି ନା କିଛି ଭୟ ହଁ ଦେଇଥାଏ । ତେଣୁ

10 ୟଥାର୍ଥ ଗୀତା: ଶ୍ରୀମଦୂଭଗବଦ୍ଗୀତା

ସେମାନେ ମଧ୍ଯ ଘୋଷଣା କଲେ ।
ତତଃ ଶଙ୍ଖାଷ୍ଟ ଭେର୍ୟ୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ତ୍ୟନ୍ତ ସ ଶବ୍ଦସ୍ତୁମୁଲୋଃଭବତ଼୍ ॥୧୩॥।
ଏହାପରେ ଅନେକ ଶଙ୍ଖ, ନାଗରା, ଢୋଲ, ଭେରୀ, ତୁରୀ ଇତ୍ୟାଦି
ବାଜା ଏକ ସାଥ୍‌ରେ ହିଁ ବାଜିଲା । ସେମାନଙ୍କ ଶବ୍ଦ ମଧ୍ଯ ବହୁତ ଭୟଙ୍କର ଥୁଲା ।
ଭୟ ସଂଧଞ୍ଚାର କରିବା ବ୍ୟତିତ କୌରବମାନଙ୍କର କୌଣସି ଘୋଷଣା ନଥୁଲା ।
ବର୍ହିମୁଖି ବିଜାତୀୟ ପ୍ରବୃ ଭି ସଫଳ ହେବା ପରେ ମୋହମୟୀ ବନ୍ଧନକୁ ବହୁଳଭାବରେ
ଘନିଭୂତ କରିଦେଇଥାଏ । ବର୍ତ୍ତମାନ ପୂର୍ଣ୍ୟମୟୀ ପ୍ରବୃଭ୍ଦିମାନଙ୍କ ଠାରୁ ଘୋଷଣା
ହେଲା । ଯେଉଁଥ୍‌ରେ ସର୍ବପ୍ରଥମ ଘୋଷଣା ଯୋଗେଶ୍ଵର ଶ୍ରୀକୃଷ୍ଣ କରିଥୁଲେ ।
ତତଃ ଶ୍ଵୋଡୈହର୍ଯୁଲ୍ତେ ମହତି ସ୍ଯନ୍ଦନେ ସ୍ଥିତୌ ।
ମାଧବଃ ପାଣ୍ଠଡବଙ୍ଚୈବ ଦିବେ୍ୟୌ ଶର୍ଜେମ ପ୍ରଦଧ୍ଧତ୍ରୁଃ ॥୧୪॥
ଏତତ୍ଵ ପଶ୍ଚାତ ଶ୍ଵେତ ଘୋଡ଼ଯୁକ୍ତ ଅର୍ଥାତ୍ନ ଯାହାଙ୍କଠାରେ ଲେଶମାତ୍ର
କାଳିମା ଦୋଷ ନାହିଁ- ଶ୍ଵେତ ଅର୍ଥାତ ସାଜ୍ଜ୍ଵିକ ଯାହା ନିର୍ମଳତାର ପ୍ରତୀକ । ମହତି
ସ୍ଯନ୍ଦନେ- ମହାନ ରଥ ଉପରେ ବସିଥୁବା ଯୋଗେଶ୍ନର ଶ୍ରୀକୃଷ୍ଣ ଏବଂ ଅର୍ଜୁନ
ଅଲୌକିକ ଶଙ୍ଖ ବଜାଇଲେ । ଅଲୌକିକର ଅର୍ଥ ଏହି ଲୋକରୁ ପରେ- ମୃତ୍ୟୁ
ଲୋକ, ଦେବଲୋକ, ବହୁଲୋକ ଏବଂ ଯେଉଁ ପର୍ଯ୍ୟନ୍ତ ଜନ୍ମଂମରଣ ଭୟ ରହିଛି,
ସେହି ସମସ୍ତ ଲୋକରୁ ପରେ ପାରଲୌକିକ, ପାରମାର୍ଥିକ, ସ୍ଥିତି ପ୍ରଦାନ କରିବା
ନିମନ୍ତେ ଘୋଷଣା ଯୋଗେଶ୍ଵର ଶ୍ରୀକୃଷ୍ଣ କରିଥୁଲେ । ଏଠାରେ ସୁନା, ରୂପା, କାଷ୍ଠ
ନର୍ମିତ ରଥ ନଥୁଲା । ରଥ ଅଲୌକିକ, ଶଙ୍ଖ ଅଲୌକିକ ଏବଂ ଘୋଷଣା ମଧ୍ୟ
ଅଲୌକିକ ଥୁଲା । ଏହି ସବୁ ଲୋକଠାରୁ ପରେ ଏକମାତ୍ର ବ୍ରହ୍ମ ହଁ ରହିଛନ୍ତି ।
ସିଧା ତାହାଙ୍କ ସହ ସମ୍ପର୍କ ସ୍ଥାପନ କରାଇବାର ଏକମାତ୍ର ଘୋଷଣା ଥୁଲା । ସେ
କିପରି ସ୍ଥିତି ପ୍ରଦାନ କରିବେ –
ପାଞ୍ଚଳନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଣ୍ରଂ ଦଧ୍ଫଧୌୋ ମହାଶଙ୍ଖଂଂ ଭୀମକର୍ମା ବୃକୋଦରଃ ।।୧୫॥
ହୃଷିକେଶଃ-ଅର୍ଥାତ୍ବ ଯିଏ ହୃଦୟର ସର୍ବସ୍ଵ ଜ୍ଞାତା ଅଟନ୍ତି । ସେହି
ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ । ପଞ୍ଚ ଜ୍ଞାନେନ୍ଦ୍ରିୟକୁ ପଞ୍ଚ ତନ୍ଵମାତ୍ରା
(ଶବ୍ଦ, ସ୍ପର୍ଶ ରୂପ, ରସ ଓ ଗନ୍ଧ)ର ରସଦ୍ବଧାରା ସାଉଁଟି କରି ନିଜର ଲୋକ
ଅର୍ଥାତୃ ଭକ୍ତଙ୍କ ଶ୍ରେଣୀରେ ଢାଳିବା ନିମନ୍ତେ ଘୋଷଣା କରିଥୁଲେ । ବିକରାଳ
ରୂପରେ ବିକ୍ଷେପିତ ଇନ୍ଦ୍ରିୟମାନଙ୍କୁ ସାଉଁଟି କରି ତାହାଙ୍କୁ ନିଜର ସେବକ ଅର୍ଥାତ

ଶ୍ରୀମଦ୍ ଭଗବଦ୍ ଗୀତ | Bhagavad Gita PDF Download Link

Alternate Links for Bhagavad Gita Odia PDF

You can also visit the official website to download the PDF from following links:. https://yatharthgeeta.com/upload/books/yatharthgeeta/indian/Oriya.pdf

ଶ୍ରୀମଦ୍ ଭଗବଦ୍ ଗୀତ – Bhagavad Gita Odia Book PDF Free Download

Leave a Reply